Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ରାସ୍ତା  ବଦଳିଗଲା
ରାସ୍ତା ବଦଳିଗଲା
★★★★★

© Baijayanti Prasad

Abstract

1 Minutes   1.2K    0


Content Ranking

କିଛି ସମ୍ପର୍କ ନିଜର ଥିଲା
ଆଜି ସେତକ ବି ଚାଲିଗଲା,
ସମୟ କମ ପଡିଗଲା
ହାତ ପାହାନ୍ତାରେ ଆଉ ସେ ଡୋର ନଥିଲା ...

ଅଣନିଶ୍ୱାସୀ ନିଶ୍ୱାସକୁ ନେଇ
ବିବେକ ବାନ୍ଧିହେଲା,
ଆଉ ଓଠ ନିଶବ୍ଦ ପାଲଟିଗଲା...

ମନ ସହିତ ଦେହ ବି ଏବେ ପଥର ପାଲଟିଗଲା,
ସମ୍ପର୍କର ମୋହ ମାୟା ଭାଙ୍ଗି ମନପକ୍ଷୀ ଉଡ଼ିଗଲା...

ଏବେ ସବୁ ପାଖରେ ଥାଇ ବି ଏକା ଏକା,
ବୋଧେ ମୋହର ଛିଟା ଦାଗ ପଡିଗଲା ଫିକା...

ମୁଁ ଆଉ ଫେରିବିନି
କାରଣ ବଦଳେଇଦେଉଛି
ମୁଁ ମୋ ରାସ୍ତା ...

ରାସ୍ତା ବଦଳିଗଲା

Rate the content


Originality
Flow
Language
Cover design

Comments

Post

Some text some message..