Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅନାବନା ଭାବ
ଅନାବନା ଭାବ
★★★★★

© Sasmita Acharya

Others

1 Minutes   7.1K    12


Content Ranking

ଏଇତ…

ଏବେ ଏବେ ମୁଁ

ସୁଖ ଦୁଃଖ ଜୀବନ ସହ

ବୁଝାମଣାର ଚୁକ୍ତିପତ୍ର

ସ୍ବାକ୍ଷର କରି ଆସିଛି ,,,

ବାସ୍ତବ ସ୍ବପ୍ନ ବୋଧେ ଆଜି

ମୋ ନିଦକୁ ହଜେଇ ଦେଇଛି

ସାରା ରାତି ଶୋଇ ନ ପାରିଲେ ବି

ଜୀବନ ଜିଇଁବାର କଳା ଶିଖି ଯାଇଛି,,,

ସକାଳଟା ପୁରା ନୂଆ ଲାଗୁଛି……

ମୁଁ ବୋଧେ ଜୀବନର ନୂଆ ଅର୍ଥ ଖୋଜି ପାଇଛି……||

ମୁଁ ଚୁକ୍ତିପତ୍ର ନିଦ

Rate the content


Originality
Flow
Language
Cover design

Comments

Post

Some text some message..