Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Acharya

Others

2  

Sasmita Acharya

Others

ଅନାବନା ଭାବ

ଅନାବନା ଭାବ

1 min
7.2K


ଏଇତ…

ଏବେ ଏବେ ମୁଁ

ସୁଖ ଦୁଃଖ ଜୀବନ ସହ

ବୁଝାମଣାର ଚୁକ୍ତିପତ୍ର

ସ୍ବାକ୍ଷର କରି ଆସିଛି ,,,

ବାସ୍ତବ ସ୍ବପ୍ନ ବୋଧେ ଆଜି

ମୋ ନିଦକୁ ହଜେଇ ଦେଇଛି

ସାରା ରାତି ଶୋଇ ନ ପାରିଲେ ବି

ଜୀବନ ଜିଇଁବାର କଳା ଶିଖି ଯାଇଛି,,,

ସକାଳଟା ପୁରା ନୂଆ ଲାଗୁଛି……

ମୁଁ ବୋଧେ ଜୀବନର ନୂଆ ଅର୍ଥ ଖୋଜି ପାଇଛି……||


Rate this content
Log in