Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LAXMAN KUMAR BEHERA (ଯତି)

Abstract

2  

LAXMAN KUMAR BEHERA (ଯତି)

Abstract

ସମୟର ସ୍ବର

ସମୟର ସ୍ବର

1 min
6.7K


ଏବେ

ଯାହା ଅଛି ତୁମ ପାଖରେ,

ତୁମେ ଜାଣ !!!


ତାହା ଦିନେ ଆଉ କାହା ପାଖରେ ଥିଲା ।


ଦିନ ଆସିବ,

ତୁମ ଠାରୁ

ସେ ସବୁକିଛି ଚାଲିଯିବ !!!


ଆଉ କା'ର

ଅତି ଆପଣାର ହୋଇ •••


ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)

କବି କୁଟୀର

ଦଣ୍ଡାସିଂହା,ବାରକୋଟ

ଦେବଗଡ (ଓଡିଶା)

ମୋ- 09668242720


❤💘💕💗💟💞


Rate this content
Log in

Similar oriya poem from Abstract