Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

Inspirational

2  

KUMUDA CHANDRA DALEI

Inspirational

ନିଜକୁ ନିଜେ ପଚାର ଥରେ

ନିଜକୁ ନିଜେ ପଚାର ଥରେ

1 min
6.8K


ନିଜକୁ ନିଜେ ପଚାର ଥରେ

ପ୍ରଶାସକ ଯେତେ ଭାରତର

ସୁ ଶାସନର ଦାୟିତ୍ଵ ବୋଧ

ରହି ଅଛି ତୁମ କ୍ଷମତାର

ଶାସନ ଦଣ୍ଡ ଧରିଛ ବୋଲି

କରୁନାହିଁ କି ଅବିଚାର?

କର୍ମଚାରୀଙ୍କୁ ଶ୍ରମରେ ଚାପ

ଶ୍ରମ ମୂଲ୍ୟରେ ଅନ୍ତର l

ସଭିଙ୍କ ପାଇଁ ସମାନ ନୀତି

ଧର୍ମ ପରା ଗଣତନ୍ତ୍ରର

କାର୍ଯ୍ୟକରିରେ ତୋଶାର ପାତ

ଦୁର୍ନୀତି ନୂହେଁ କି ଦାୟିତ୍ଵର

ନିରପେକ୍ଷତା ଅବଲମ୍ବନ

ନୂହେଁ କି ଧର୍ମ ପ୍ରଶାସକର

ଜନ ସ୍ୱାର୍ଥରେ କର୍ମ କରିବା

ନୂହେଁ କି ଆଦର୍ଶ ବାଦର

ଦଳୀୟ ସ୍ଵାର୍ଥ ଆଦରି ନେବା

ଗେଲ ଘାତ ନୂହେଁ ଶାସନ ତନ୍ତ୍ରର

ରାଜ ନେତାଙ୍କ ହାତ ବାରିସି

ଘାତ ନୂହେଁ କି କର୍ତବ୍ୟର

ନିଜକୁ ନିଜେ ପଚାର....


Rate this content
Log in

Similar oriya poem from Inspirational