ପ୍ରତୀକ୍ଷା
ପ୍ରତୀକ୍ଷା
କଥା ଦେଇଥିଲୁ ମଥାକୁ ଛୁଇଁ ତୁ
ପ୍ରତୀକ୍ଷାରେ ଥିବୁ ମୋର
ଶିଉଳି ଝରିଲା ..ଜହ୍ନବୁଡ଼ିଗଲା
ପଥ ଚାହିଁ ଚାହିଁ ତୋର ,
ପାନ୍ଥଶାଳା ହେଲା ଆଶରା ମୋର ଯା'
ରୂପ ସହରରେ ତୋର .....
ପ୍ରୀତି ଲେଖୁଥିଲା ପାନ୍ଥଶାଳା କାନ୍ଥେ
କାହାଣୀ ତା' ବିରହର, …….. ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ