Audio

Forum

Read

Contests

Language


Write

Sign in
Wohoo!,
Dear user,
ଆଶ୍ଚର୍ଯ୍ୟ
ଆଶ୍ଚର୍ଯ୍ୟ
★★★★★

© ASWINI DASH

Inspirational

1 Minutes   6.9K    4


Content Ranking


ସବୁଦିନ ପରି ଆଜି

କିଛି କରିବାକୁ ହେବ,

କାହାକୁ ବି ସାମ୍ନା କରିହେବ ହଠାତ୍ ,


ନୂଆ ବର୍ଷ କିଛି ପରିବର୍ତ୍ତନ

ନେଇ ଆସିପାରେ !


ଆକାଶ କାଲି ପରି ନୀଳ

ପତ୍ରର ରଂଗ ସବୁଜ

ଆଜି କଣ ଘଟିପାରେ

କାହାକୁ ବି ଜଣା ନାହିଁ ।


ତଥାପି ଆଗକୁ ବଢନ୍ତି ସେମାନେ

ଅଜାଣତେ ନାଚି, ଗୀତ ଗାଇ

ମାତୁଆଲ ହେଇ,


ଆଜି ଯେମିତି କେହି

ମରିବାକୁ ନାହିଁ,

କୁଆ କୁଆ କାନ୍ଦିବାର ନାହିଁ ।

ଆଶ୍ଚର୍ଯ୍ୟ ନୂଆ ବର୍ଷ ଗୀତ

Rate the content


Originality
Flow
Language
Cover design

Comments

Post


Some text some message..