Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

5.0  

Amiya Bej

Others

କବିତା - ଫବିତା

କବିତା - ଫବିତା

1 min
7.0K


କବିତା - ଫବିତା

[୧]

♻ ବାପା ♻

ବାପା
ଏକ ଅଭଂଗା ପଥର,
ନ' ଦୋହଲି ସହିଯାଏ
ବାଧା ସନ୍ତାନର ।

ବାପା
ଏକ ଅତୁଟ ସମ୍ପର୍କ,
କୋଟିନିଧି ଭରଣାରେ
ସେ ତ୍ୟାଗକୁ ନିଅଣ୍ଟ ।।

ବପା
ଏକ ସୁଉଚ୍ଚ ମନ୍ଦିର,
ଯା' ଦେହେ ରହିଯିବେ
ସମସ୍ତ ଇଶ୍ୱର ।।।

ବାପା
ଏକ ଶବ୍ଦ ଓଁକାର,
ଥରୁଟିଏ ସ୍ମରିଦେଲେ
ପୂଣ୍ୟ ଜୀବନର ।।।।

♻ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ♻


Rate this content
Log in