Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କବିତା - ଫବିତା
କବିତା - ଫବିତା
★★★★★

© Amiya Bej

Others

1 Minutes   6.9K    6


Content Ranking

କବିତା - ଫବିତା

[୧]

♻ ବାପା ♻

ବାପା
ଏକ ଅଭଂଗା ପଥର,
ନ' ଦୋହଲି ସହିଯାଏ
ବାଧା ସନ୍ତାନର ।

ବାପା
ଏକ ଅତୁଟ ସମ୍ପର୍କ,
କୋଟିନିଧି ଭରଣାରେ
ସେ ତ୍ୟାଗକୁ ନିଅଣ୍ଟ ।।

ବପା
ଏକ ସୁଉଚ୍ଚ ମନ୍ଦିର,
ଯା' ଦେହେ ରହିଯିବେ
ସମସ୍ତ ଇଶ୍ୱର ।।।

ବାପା
ଏକ ଶବ୍ଦ ଓଁକାର,
ଥରୁଟିଏ ସ୍ମରିଦେଲେ
ପୂଣ୍ୟ ଜୀବନର ।।।।

♻ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ♻

♻ ବାପା ♻

Rate the content


Originality
Flow
Language
Cover design

Comments

Post

Some text some message..