ମଲ୍ଲୀ ମାଳା
ମଲ୍ଲୀ ମାଳା
ଟିକି ଟିକି ମଲ୍ଲୀ ବଗିଚାରେ ଫୁଟି
ବାସି ମହକୁଛି, ଦିଗ ଚହଟୁଛି
ଉତଫୁଲିତ କରି ତନୁମନ,
ଆସ ପ୍ରିୟା ମୋର ତୁମ ଗଭାରେ ଖୋସିବି
ମଲ୍ଲୀ ମାଳାରେ ସଜାଇବି
ମନଗହନେ ତୋଳି ଘର ।।
ଅମ୍ବିକା ସ୍ୱାଇଁ
ଟିକି ଟିକି ମଲ୍ଲୀ ବଗିଚାରେ ଫୁଟି
ବାସି ମହକୁଛି, ଦିଗ ଚହଟୁଛି
ଉତଫୁଲିତ କରି ତନୁମନ,
ଆସ ପ୍ରିୟା ମୋର ତୁମ ଗଭାରେ ଖୋସିବି
ମଲ୍ଲୀ ମାଳାରେ ସଜାଇବି
ମନଗହନେ ତୋଳି ଘର ।।
ଅମ୍ବିକା ସ୍ୱାଇଁ