Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
★★★★★

© Susil Pani

Inspirational Others Abstract

1 Minutes   6.9K    6


Content Ranking

ଠାକୁର ପରି କେ ଠାକୁର ନାହିଁ ।

ଜଗତର ନାଥ ଜଗନ୍ନାଥ ସେହି ।।

ମନ କଥା ଜାଣି ଦିଅନ୍ତି ବର ।

ଜଗତର ନାଥ ବ୍ରହ୍ମାଣ୍ଡ ଠାକୁର ।।

ସବୁ ଦେଖୁଥାନ୍ତି ଚକା ନୟନେ ।

କୁହନ୍ତି ନାହିଁ କାହା ଦୋଷ ଦୂଗୁଣେ ।।

ଭାବି ଚିନ୍ତି ସିଏ କରନ୍ତି ନ୍ୟାୟ ।

ଭାଗ୍ଯ ଦିଅନ୍ତି ନିଜ କୃତକର୍ମ ର ଫଳ ।।

ପାତର ଅନ୍ତର ତାଙ୍କ ପାଖରେ ନାହିଁ ।

ଆଚାଣ୍ଡଳ ବ୍ରାହ୍ମଣ ସଭିଏଁ ସମାନ ତହିଁ ।।

ନିଳାଞ୍ଚଳେ ଳିଳା କରନ୍ତି ରହି ।

ଜଗତର ନାଥ ବ୍ରହ୍ମାଣ୍ଡ ଗୋସାଈଁ ।।

@ ସୁସିଲ୍ ପାଣି ( ସିଲୁ )

କଳା ଠାକୁର ଜୟ ଜଗନ୍ନାଥ ବହ୍ମାଣ୍ଡ

Rate the content


Originality
Flow
Language
Cover design

Comments

Post


Some text some message..