Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Inspirational Others Abstract

2  

Susil Pani

Inspirational Others Abstract

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
7.1K


ଠାକୁର ପରି କେ ଠାକୁର ନାହିଁ ।

ଜଗତର ନାଥ ଜଗନ୍ନାଥ ସେହି ।।

ମନ କଥା ଜାଣି ଦିଅନ୍ତି ବର ।

ଜଗତର ନାଥ ବ୍ରହ୍ମାଣ୍ଡ ଠାକୁର ।।

ସବୁ ଦେଖୁଥାନ୍ତି ଚକା ନୟନେ ।

କୁହନ୍ତି ନାହିଁ କାହା ଦୋଷ ଦୂଗୁଣେ ।।

ଭାବି ଚିନ୍ତି ସିଏ କରନ୍ତି ନ୍ୟାୟ ।

ଭାଗ୍ଯ ଦିଅନ୍ତି ନିଜ କୃତକର୍ମ ର ଫଳ ।।

ପାତର ଅନ୍ତର ତାଙ୍କ ପାଖରେ ନାହିଁ ।

ଆଚାଣ୍ଡଳ ବ୍ରାହ୍ମଣ ସଭିଏଁ ସମାନ ତହିଁ ।।

ନିଳାଞ୍ଚଳେ ଳିଳା କରନ୍ତି ରହି ।

ଜଗତର ନାଥ ବ୍ରହ୍ମାଣ୍ଡ ଗୋସାଈଁ ।।

@ ସୁସିଲ୍ ପାଣି ( ସିଲୁ )


Rate this content
Log in

Similar oriya poem from Inspirational