Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Romance

2  

Disambar Meher

Romance

କେବେ ଆର୍ ଜାନ୍ ବ

କେବେ ଆର୍ ଜାନ୍ ବ

1 min
203


ଗୁଲାପ୍ ଫୁଲ୍ ଦେଇକରି

କରିଥିନି ପ୍ରେମର୍ ଗୁହେର୍

ମୁହୁଁ ମୁଡି ପଲାଲ

ଆଖିନୁ ବୁହିଗଲା ଝୁଏର୍ ।

ପିର୍ ତୀ ରଙ୍ଗ୍ ନେ ସଜେଇ

ଚିଠିନେ ଲେଖିଥିନି ଦୁଇ ଧାଡି

ରିସ୍ମିନେ ଚିରିଦେଲ

ଖୁନ୍ଦଖୁନ୍ଦା କରି ଦେଲ ମାଡି ।

ବାଦଲ୍ କେ ଭି ଦେଖ୍ଲେ

ଦିଶୁଛେ ଗୋ ତମର୍ ଛେଏଁଲା

କାଏଁ ନିସା ଗୋ ଇଟା

ଦିହି ସାରା ମୋର୍ ଛର୍ଲା ।

କେନ୍ତା ଢଙ୍ଗେ କହେଲେ

ତମେ ଜାନି ପାର୍ ବ

ବୁଝି ପାର୍ ବ

ମୋର୍ ହୁରୁଦ୍ ର୍ ଭାବ୍ ।

ଛନେକ୍ ନାଇଁ ଦେଖ୍ଲେ

ମନ୍ ନାଇଁ ମାଡବାର୍

ଫଟୁକେ ଦେଖୁଛେ ତମର୍

ମନ୍ ଭରି ବାର୍ ବାର୍ ।

ଡିସମ୍ୱର ମେହେର

ଗଣ୍ତାବାହାଲି ,ନୂଆପଡା

୭୮୯୪୭୮୮୧୩୫


Rate this content
Log in

Similar oriya poem from Romance