Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Bag

Romance

3  

Dambarudhar Bag

Romance

ମନେ ପଡ

ମନେ ପଡ

1 min
231


ଶୁଭ ସକାଳର ଅମୃତ ବେଳାରେ

ମନେ ପଡ ସଖୀ ମୋର ।

କେଉଁ ଅଳଙ୍କାର ଦେଇ ମୁଁ ବର୍ଣ୍ଣିବି

ଭାବୁଥାଏ ବାରମ୍ବାର ।

ରୂପ ଯଉବନ କରି ଦରଶନ

ମନ ହୁଏ ମୋର ଶାନ୍ତି ।

ଅପୂର୍ବ ରୂପସୀ ଷୋହଳ ବୟସୀ

ଦୂର କରିଥାଅ କ୍ଳାନ୍ତି ।

ଖୋଜୁଛି ଅନ୍ତରେ ସ୍ମୃତିକୁ ମୋହର

ଭିଜୁଛି ନୟନ ନୀରେ ।

ମନକୁ ଆନନ୍ଦ କରିବାରେ ବ୍ୟସ୍ତ

ଦିଅ ହେଲେ ଦେଖା ଥରେ ।

ଶ୍ରୀ ଡମ୍ବରୁଧର ବାଗ

ଚପ୍ରିଆ, ଗୋଲାମୁଣ୍ଡା, କଳାହାଣ୍ଡି ।


Rate this content
Log in

Similar oriya poem from Romance