Audio

Forum

Read

Contests

Language


Write

Sign in
Wohoo!,
Dear user,
ତମେ ଆଉ ମୁଁ-4
ତମେ ଆଉ ମୁଁ-4
★★★★★

© Sarada Parida

Others

1 Minutes   6.5K    5


Content Ranking

ସପନେ ଦେଖିଛି

ସପନେ ଆଙ୍କିଛି

ସପନେ ଯାଇଛ ଫେରି

ପାହିଛି ଗୋ ରାତି

ଯାଇଛ ଗୋ ସାଥୀ

ସ୍ମୃତି ତ ଯାଇନି ସରି ।

ନିଶିଗନ୍ଧାଟିଏ ଅନ୍ଧାରେ ଯେ ଫୁଟି

ଅନ୍ଧାରେ ଗୋ ଯାଏ ଝରି

ଚହଟେ ସୁବାସ ଗଲେ ବି ଆୟୁଷ

ସ୍ଥିତି ତା ଅମର କରି । 

ମରେନି ଗୋ ମନ

ସରେନି ଗୋ ପ୍ରେମ

ସରେନି ଗୋ ଅନୁରାଗ

ସପନର ଛବି

ଆଖି ଖୋଜୁଥାଏ

ଏଇତ ପ୍ରେମର ରୋଗ । 

#ଚେନାଏ କବିତା

ସପନେ ପ୍ରେମ ଅନୁରାଗ

Rate the content


Originality
Flow
Language
Cover design

Comments

Post


Some text some message..