Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Padmalaya Mishra

Inspirational Others

2  

Padmalaya Mishra

Inspirational Others

ଅଦୃଶ୍ୟ ଡୋର

ଅଦୃଶ୍ୟ ଡୋର

1 min
6.5K


ତୁମେ ଆଉ ମୁଁ ବନ୍ଧା

ଏକ ଅଦୃଶ୍ୟ ଡୋରରେ

ଭରସା କଲି ବୋଲି ହୃଦୟ ଦେଲି

ବିଶ୍ଵାସ ଜମିଲା ତାପରେ ପ୍ରେମ ହେଲା ।

ବୁଦ୍ଧି ବିବେକର ଦସ୍ତକୁ

ଶୁଣି ଅଣ ଶୁଣା କଲି

ମୋ ଦୁନିଆ ଗଢିବାରେ ଲାଗିଲି

କେତେବେଳେ କେଜାଣି

ଭରସା ତୁଟିଲା ବିଶ୍ଵାସ ଧରାଶାୟୀ ହେଲା

ଆମେରୁ ତୁମେ ଆଉ ମୁଁ ହେଲେ

ଦଲକାଏ ପବନ ଏବେ

ଉଡ଼ାଇ ନେଲା ସବୁକିଛି

ଦୋଷ ଖୋଜି ଆମେ

ଛିଡ଼ା ମୁହାଁମୁହିଁ

ଦାୟୀ କିଏ ??

....ପଦ୍ମାଳୟା


Rate this content
Log in