Audio

Forum

Read

Contests

Language


Write

Sign in
Wohoo!,
Dear user,
ନିଳାଞ୍ଚଳ
ନିଳାଞ୍ଚଳ
★★★★★

© Susil Pani

Inspirational Others Abstract

1 Minutes   6.7K    3


Content Ranking

ଭକ୍ତ ଗାଳି ଲାଗେ ତୁମକୁ ଅଗରୁ ଚନ୍ଦନ ।

ଭକ୍ତି ଭାବ ଲାଗେ ତୁମକୁ ବଢିଆ ।।

ବଡଦେଉଳରେ ରତ୍ନ ସିଂହାସନେ ।

ବିଜେ ସୁଭଦ୍ରା ମାତା ସଙ୍ଗେ ଜଗା ବଳିଆ ।।

ଷାଠିଏ ପଉଠି ଭୋଗ ତୁମକୁ ଲାଗି ହୁଏ ।

ଆନନ୍ଦ ବଜାରେ ମିଳେ ତୁମ ମହାପ୍ରସାଦ ।।

ଭକ୍ତ ମନକଥା ଜାଣି ତାଙ୍କର ଇଚ୍ଛା ପୂର୍ଣ୍ଣ କର ।

ସେଥିପାଇଁ ଭକ୍ତ ସଦା ତୁମଠାରେ ଋଣି ।।

ଅନ୍ତର୍ଯ୍ୟାମୀ ବୋଲି ଜାଣ ତୁମେ ଅନ୍ତର ବେଦନା

ଜଗତ ଚଳଇ ତୁମ ଇସାରାରେ ।।

କପଟ ନକରି ତୁମେ ମହାପ୍ରଭୂ ।

ବିପଦେ ଉଦ୍ଦାର ଭକ୍ତର ସଙ୍କଟ କାଳେ ।।

ଆପଦେ ବିପଦେ ଭକ୍ତ ପାସେ ଥାଅ ।

ଭକ୍ତ ଜାଣିପାରେନି ତୁମ ଲିଳାଖେଳା ।।

ଭକ୍ତି ଭାବରେ ମନ ଲଗାଇଲେ ।

ତୁମ ଡୋରିଲାଗେ ଦର୍ଶନ କରିବାକୁ ଭଲା ।।

@ସୁସିଲ୍ ପାଣି

ପ୍ରଭୁ ନିଳାଚଳ ଧାମ ଭକ୍ତ

Rate the content


Originality
Flow
Language
Cover design

Comments

Post


Some text some message..