Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambika Swain

Others

2  

Ambika Swain

Others

ହୋଇ ଯା'ନ୍ତି କି ଜହ୍ନ ଟିଏ

ହୋଇ ଯା'ନ୍ତି କି ଜହ୍ନ ଟିଏ

1 min
6.5K


ଆକାଶର ଦୁର ଦିଗବଳୟରେ

ଉଇଁଲେଣି ଜହ୍ନ ଆଉ ତାରା

ମୋ ମନ ହେଉଛି ଆକାଶ ବୁକୁରେ

ଜହ୍ନ ଟିଏ ହୋଇଯାନ୍ତି ପରା ,

ଦୂର ଦିଗନ୍ତକୁ ମୋର ଆଲୋକରେ

କରି ଦିଅନ୍ତି ଉଦ୍ଭାସିତ

ପୂର୍ଣ୍ଣିମା ରାତିରେ ଚାନ୍ଦକୁ ଦେଖିଣ

ସମସ୍ତେ ହୁଅନ୍ତେ ପୁଲକିତ ।

ଝିଅ ଗାଅନ୍ତେ କୁଆଁର ପୁନେଇ ଗୀତ


ଅମ୍ବିକା ସ୍ୱାଇଁ


Rate this content
Log in