Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Others

2  

Pramila Sahoo

Others

ବିଚିତ୍ର ଦୁନିଆଁ

ବିଚିତ୍ର ଦୁନିଆଁ

1 min
7.2K


ପ୍ରକୃତରେ କେଡ଼େ ଏବିଚିତ୍ର ଦୁନିଆ
ଏଠି କେହି ନୁହନ୍ତି କାହାର
ନିଜର ଇଚ୍ଛା ଆଶା ପୂରଣ
ସମ୍ପର୍କକୁ ନିଜେ ହାତରେ ଛିନ୍ନ
ନିଜକୁ ଭାବୁଥାନ୍ତି ବିଦ୍ୱାନ
କିନ୍ତୁ ହୁଅନ୍ତି ପାପରେ ଭାଗିଦାର
ନିରୀହ ହୃଦୟର ଆଖିରେ ଲୁହ
ଜୀବନରେ କେବେ ମିଳେନାହିଁ ସୁଖ
କାହାର ସରଳତାର କରନି ଶିକାର
ନିଜ ପାଇବ ଅଶାନ୍ତି ବାତାବରଣ
ଏ ହାତ ପାପ ସେ ହାତ ନେଇ ନାହିଁ
ସମୟ ଥାଉ ଥାଉ ସୁଧୁରି ଯାଓ ଏମନୁଷ୍ୟ ଜାତି....

ପ୍ରମିଳା ସାହୁ


Rate this content
Log in