Audio

Forum

Read

Contests

Language


Write

Sign in
Wohoo!,
Dear user,
ବିଚିତ୍ର ଦୁନିଆଁ
ବିଚିତ୍ର ଦୁନିଆଁ
★★★★★

© Pramila Sahoo

Others

1 Minutes   7.2K    7


Content Ranking

ପ୍ରକୃତରେ କେଡ଼େ ଏବିଚିତ୍ର ଦୁନିଆ
ଏଠି କେହି ନୁହନ୍ତି କାହାର
ନିଜର ଇଚ୍ଛା ଆଶା ପୂରଣ
ସମ୍ପର୍କକୁ ନିଜେ ହାତରେ ଛିନ୍ନ
ନିଜକୁ ଭାବୁଥାନ୍ତି ବିଦ୍ୱାନ
କିନ୍ତୁ ହୁଅନ୍ତି ପାପରେ ଭାଗିଦାର
ନିରୀହ ହୃଦୟର ଆଖିରେ ଲୁହ
ଜୀବନରେ କେବେ ମିଳେନାହିଁ ସୁଖ
କାହାର ସରଳତାର କରନି ଶିକାର
ନିଜ ପାଇବ ଅଶାନ୍ତି ବାତାବରଣ
ଏ ହାତ ପାପ ସେ ହାତ ନେଇ ନାହିଁ
ସମୟ ଥାଉ ଥାଉ ସୁଧୁରି ଯାଓ ଏମନୁଷ୍ୟ ଜାତି....

ପ୍ରମିଳା ସାହୁ

ବିଚିତ୍ର ଦୁନିଆଁ

Rate the content


Originality
Flow
Language
Cover design

Comments

Post

Some text some message..