ନୀଳ କଇଁର ପାଗଳ ପଣ
ନୀଳ କଇଁର ପାଗଳ ପଣ
1 min
6.8K
କବିତା_୨
ପୁଷ୍କରିଣୀର ନୀଳ କଇଁ ମୁଁ
ମୋ ମନର ପାଗଳ ପଣ
ଅବୁଝା ଏ ମନ ଭାରି ଅମାନିଆ
ସତରେ.... ଇଛା ହୁଏ
ଆକାଶକୁ ଲଗିଯାନ୍ତ। କି ଶିଡି ଟିଏ
ପାହାଚ ପାହାଚ ଅତିକ୍ରମ କରି
ଛୁଇଁ ଆସନ୍ତି ମୋ ଚନ୍ଦ୍ରମାକୁ.....!!!!
ଅମ୍ବିକା ସ୍ୱାଇଁ