Audio

Forum

Read

Contests

Language


Write

Sign in
Wohoo!,
Dear user,
ନାରୀ
ନାରୀ
★★★★★

© Rajesh Kumar Jain

Comedy

1 Minutes   6.8K    5


Content Ranking

ନାରୀ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଜନ୍ମ ବେଳେ କରିନଥିଲେ ଭୋଜି ଉତ୍ସବ

ପାଠପଢ଼ାରେ ଅନିଶ୍ଚିତତାର କୁପ୍ରଭାବ

ରାସ୍ତାଘାଟ, ଅଫିସ୍-ରେ ଅଶ୍ଳୀଳତାର ଭାବ

ସେଇ ଝିଅ ‘ରିଓ’ରେ ବଢ଼ାଇଲା ଦେଶର ଗୌରବ ।

ଭ୍ରୂଣହତ୍ୟା ଦେଶରେ ନାରୀ ସ୍ୱାଭିମାନ କଥା

ସରମରେ ଆଜି ନଇଁଯାଉଛି ମଥା

ସେ ଝିଅ ନୁହେଁ, ଏ ଦେଶର ଗୌରବର ଗାଥା

ଏମାନଙ୍କ ମହତ୍ତ୍ୱ ବୁଝୁ ସରକାର ଓ ଜନତା ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****

ନାରୀ

Rate the content


Originality
Flow
Language
Cover design

Comments

Post


Some text some message..