Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Classics

3  

Disambar Meher

Classics

ସବୁ ସପନ୍ ଆଏ..................

ସବୁ ସପନ୍ ଆଏ..................

1 min
11.7K


କିଛୁ ନାଇଁ ଦିସବାର୍

ଚିଏର୍ ବେରାତିକେ କୁଇଚ୍ ମୁଇଚ୍ ଅନ୍ଧାର୍

ଉକିଆ ତ ସପନ୍ ଆଏ ।

ଦୁକ୍ ଉପ୍ରେ ଦୁକ୍

ଚହଁରା ଡଙ୍ଗର୍ ବାଗିର୍ ଗଦା

ସୁକ୍ ତ ସପନ୍ ଆଏ।

ଭୋକେ ପେଟ୍ କାନ୍ଦୁଛେ

ଲୁହୁକେ ବୈଶାକ ସୁକେ ଦେଇଛେ

ମୁହୁର୍ ଚମକ୍ ସପନ୍ ଆଏ ।

ଜୀବନ୍ ନେ ନିରାଶାର୍ ବାଦଲ୍ ଘୁଟିଦେଇଛେ

ଜେନ୍ ଖାନ୍ଦିକେ ଧର୍ଲେ ସେଟା ଛିଡୁଛେ

ଆଶ୍ ଭି ସପନ୍ ଆଏ ।



Rate this content
Log in

Similar oriya poem from Classics