Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ବିରହୀ ଆଷାଢ଼

ବିରହୀ ଆଷାଢ଼

1 min
6.8K


ବିରହୀ ଆଷାଢ଼ 

ତମେ ଯଦି ପହଲିବର୍ଷାରେ ନ ବିଜିଥାନ୍ତ ମୋ ସହ ମିଶି ଆଉ ଘୃଣା କରିଥାନ୍ତ ମତେ ରାସ୍ତା କଡ଼ରେ ପଡି ଥିବା ସଦ୍ୟ ବହିସ୍କୃତ ପଚା, ସଢା, ନାଳ ନର୍ଧମା ଭଳି ଲେଖନ୍ତି ନାହିଁ ମୁଁ ଏତେ ବିରହ କବିତା , ତମ ଅଛ କିନ୍ତୁ ତଥାପି ଜଳୁଛି ନିଧାଘ ବର୍ଷା କୁ କରି ସାଥୀ ବିରହି ଆଷାଢ଼ ।

ରାମ ବିଶୋଇ । ରାୟଗଡ଼ା ସମୟ-୩-୩୨ ମି ୨୮-୦୬-୧୬ ।


Rate this content
Log in