Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିରହୀ ଆଷାଢ଼
ବିରହୀ ଆଷାଢ଼
★★★★★

© Ram Prasad Bisoi

Others

1 Minutes   6.8K    4


Content Ranking

ବିରହୀ ଆଷାଢ଼ 

ତମେ ଯଦି ପହଲିବର୍ଷାରେ ନ ବିଜିଥାନ୍ତ ମୋ ସହ ମିଶି ଆଉ ଘୃଣା କରିଥାନ୍ତ ମତେ ରାସ୍ତା କଡ଼ରେ ପଡି ଥିବା ସଦ୍ୟ ବହିସ୍କୃତ ପଚା, ସଢା, ନାଳ ନର୍ଧମା ଭଳି ଲେଖନ୍ତି ନାହିଁ ମୁଁ ଏତେ ବିରହ କବିତା , ତମ ଅଛ କିନ୍ତୁ ତଥାପି ଜଳୁଛି ନିଧାଘ ବର୍ଷା କୁ କରି ସାଥୀ ବିରହି ଆଷାଢ଼ ।

ରାମ ବିଶୋଇ । ରାୟଗଡ଼ା ସମୟ-୩-୩୨ ମି ୨୮-୦୬-୧୬ ।

ବିରହୀ ଆଷାଢ଼

Rate the content


Originality
Flow
Language
Cover design

Comments

Post

Some text some message..