Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Diptiranjan Behera

Children

3  

Dr. Diptiranjan Behera

Children

ସମୟ

ସମୟ

1 min
6.6K


ସମୟ

------

 ସମୟ ଅଟଇ ଅମୂଲ୍ୟ ରତ୍ନ

ଆଦରେ କରିବା ସମସ୍ତେ ଯତ୍ନ ||

 

ହିରା, ଲିଳାଠାରୁ ଅଟେ ସେ ବଡ

ତଥାପି ଯେ ତାକୁ କେମିତି ଛାଡ 

 

ହାତ ପାହାନ୍ତାରେ ସିଏ ଥାଏଟି

ନବା କଥା ଯିଏ ନିଏ ସାଉଁଟି ||

 

ସଠିକ୍ ସମୟେ କରିଲେ କାର୍ଯ୍ୟ

ସଫଳତା ହିଁ ନିଶ୍ଚୟ ଧାର୍ଯ୍ୟ ||

 

ବାପୁ ଯେ ଏହାର ଉଦାହରଣ

ଆଦରେ କରିବା ସର୍ବେ ବରଣ ||

 

ଆଜିଠାରୁ ଆମେ ସପଥ ନେବା

  ସମୟ ଜ୍ଞାନରେ ମନ ଯେ ଦେବା ||

 


Rate this content
Log in

Similar oriya poem from Children