Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସମୟ
ସମୟ
★★★★★

© Dr. Diptiranjan Behera

Children

1 Minutes   6.5K    4


Content Ranking

ସମୟ

------

 ସମୟ ଅଟଇ ଅମୂଲ୍ୟ ରତ୍ନ

ଆଦରେ କରିବା ସମସ୍ତେ ଯତ୍ନ ||

 

ହିରା, ଲିଳାଠାରୁ ଅଟେ ସେ ବଡ

ତଥାପି ଯେ ତାକୁ କେମିତି ଛାଡ 

 

ହାତ ପାହାନ୍ତାରେ ସିଏ ଥାଏଟି

ନବା କଥା ଯିଏ ନିଏ ସାଉଁଟି ||

 

ସଠିକ୍ ସମୟେ କରିଲେ କାର୍ଯ୍ୟ

ସଫଳତା ହିଁ ନିଶ୍ଚୟ ଧାର୍ଯ୍ୟ ||

 

ବାପୁ ଯେ ଏହାର ଉଦାହରଣ

ଆଦରେ କରିବା ସର୍ବେ ବରଣ ||

 

ଆଜିଠାରୁ ଆମେ ସପଥ ନେବା

  ସମୟ ଜ୍ଞାନରେ ମନ ଯେ ଦେବା ||

 

ସମୟ

Rate the content


Originality
Flow
Language
Cover design

Comments

Post

Some text some message..