Audio

Forum

Read

Contests

Language


Write

Sign in
Wohoo!,
Dear user,
ଏଣୁତେଣୁ  ୨୦୧୭ ୧୪
ଏଣୁତେଣୁ ୨୦୧୭ ୧୪
★★★★★

© Neelima Nivedita Behera

Romance

1 Minutes   1.1K    2


Content Ranking

ତୁମ ଓଠରେ ଚିରୁଡ଼ାଏ ହସ ଲେସିବା ପାଇଁ

ଆଖିକୁ ଦେଲି ବିନିଦ୍ର ରାତି

ତୁମ ଆଖିରେ ଜିତାପଣ ଉକୁଟି ଆସୁ ବୋଲି

ପଥର କଲି ଏ କୋମଳ ଛାତି;

ବାକି ଆଉ କ'ଣ ଅଛି ଯେ !

ଦେବି ମୁଁ ତୁମକୁ ???

ସକାଳଟା ସୂରୁଜର, ସଞ୍ଜ ହେଲା ଜହ୍ନର

ଆଖି କୋଣ ଲୁଣି ଲୁହ, ହସ ହେଲା ଓଠର

ସମୟ ଗଡ଼ି ଗଲା ଯାହା ଚୁପଚାପ୍ ନିରବରେ

ହାତରେ ବଳିପଡ଼ିଲା କେବଳ

ମୋ ଆୟୁଷର କେଇଟା କିସ#


ଓଠ ଏଣୁତେଣୁ ଆୟୁଷ

Rate the content


Originality
Flow
Language
Cover design

Comments

Post


Some text some message..