Audio

Forum

Read

Contests

Language


Write

Sign in
Wohoo!,
Dear user,
ବର୍ଷା ବର୍ଣ୍ଣ।ଳୀ
ବର୍ଷା ବର୍ଣ୍ଣ।ଳୀ
★★★★★

© Ram Prasad Bisoi

Others

1 Minutes   1.1K    5


Content Ranking

  • ବର୍ଷା ବର୍ଣ୍ଣ।ଳୀ

    କିଛି କହିବା କୁ ଯୁଟେନି ସାହସ , କିଛି ଆପଣା ଛାଏଁ କହି ହୋଇ ଯାଏ ,କିଛି ଅବ୍ୟକ୍ତ ରହିଯାଏ , ବର୍ଷା ! ତମେ କିନ୍ତୁ ସବୁ କିଛି କହି ଯାଅ , ଅଯାଚିତ ଭାବେ ଦେଇ ଯାଅ ତମ ସେଇ ଆସିବା ଯିବା ଭିତରେ ପୃଥିବୀ ଓ ଆକାଶ ନୃତ୍ୟଆଙ୍ଗନେ ସାଜେ "ବର୍ଷା ଵଣ୍ଣାଳି ""

    @କାଶ୍ୟପ । ତା-୧୦-୦୭-୧୬ ସକାଳ-୮-୩୮-ମି , ରାୟଗଡ଼ା ।

     
     

ବର୍ଷା ବର୍ଣ୍ଣ।ଳୀ

Rate the content


Originality
Flow
Language
Cover design

Comments

Post


Some text some message..