Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Others

2  

Pramila Sahoo

Others

କିଏ ଜାଣେ

କିଏ ଜାଣେ

1 min
6.4K


କିଏ ଜାଣେ କେତେବେଳେ
ମନ ହୋଇ ଯାଏ ଚୋରୀ
ହୃଦୟ ବୁଝି ଆଗରୁ
ବଦଳି ଯାଏ ଏ ଜୀବନ
ଛୋଟ ଏକ ହୃଦୟରେ
ତୋଳି ନିଏ ଏକ ନଅର
ତୁମେ ହସିଲେ ଲାଗେ
ମୁକ୍ତା ଝରିଲା ପରି
ତୁମେ ଥିଲେ ପାଖେ ମୋର
ସବୁ ଋତୁ ଲାଗେ ଫଗୁଣ
ତୁମେ ମୋର ଭାଗ୍ୟ
ତୁମ ପାଇଁ ଏ ଜୀବନ
ତୁମେ ଥିଲେ ପାଶେ ମୋର
ଭୁଲି ଯାଏ ସବୁ ଦୁଃଖ
ଜୀବନରେ କେବେ ଦବ ନାହିଁ ଦୂରେଇ
ତୁମେ ବିନା ଜୀବନର କିଛି ମାନେ ନାହିଁ....
Angel Pramila Sahoo


Rate this content
Log in