Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Romance Tragedy

3  

Prasanta kumar Hota

Romance Tragedy

କଳ୍ପନାର ଗୀତ -୫୧

କଳ୍ପନାର ଗୀତ -୫୧

1 min
3.8K


ଭାବନାରେ ଦେଖେ ଅଙ୍ଗୁର ଲତାକୁ

ଦେବ କି ତିଆରି ସୁରା

ପିଇ ଯାଆନ୍ତି ମୁଁ ଏକା ନିଶ୍ଵାସରେ

ନଥାନ୍ତା ଦୁଃଖ ପସରା ।

ଜଗା କାଳିଆ କୁ ଡାକି ଡାକି ମୁହିଁ

ଉଛୁଳି ଗଲାଣି କୋହ

ଛଳ ଛଳ ସଦା ନୟନ ଯୁଗଳ

ଯାଉନାହିଁ ମୋର ମୋହ ।

ପାଇବ କି କେବେ ତୋ ପାଦେ ସୁଗତି

ଗଲାଣି ମନରୁ ଭୁଲି

ଜାଣି ମୁଁ ପାରୁନି କେମିତି ଧରିବି

କେଉଁ ବାଟେ ଯିବି ଚାଲି ।

ରହିଛି ମନରେ ଧରନ୍ତି ଲେଖନୀ

ଲେଖୁଥାନ୍ତି ଧରି ବସି

କବିତା ଗଳପ ବୋହି ଯାଉଥାନ୍ତା

ତୋର ଚିନ୍ତା ମନେ ପୋଷି ।


ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya poem from Romance