ତମଠି ମନ
ତମଠି ମନ
1 min
6.7K
ମିଛ ଆତ୍ମୀୟତାର
ପାଗଳ ଜୀବନ
ଆସନ୍ତା ବିଛିନ୍ନ
ବିଶ୍ୱାସ ହିଁ ବର୍ତ୍ତମାନ
ଶୟନେ, ସପନେ
ତମଠି ମନ ।
ମିଛ ଆତ୍ମୀୟତାର
ପାଗଳ ଜୀବନ
ଆସନ୍ତା ବିଛିନ୍ନ
ବିଶ୍ୱାସ ହିଁ ବର୍ତ୍ତମାନ
ଶୟନେ, ସପନେ
ତମଠି ମନ ।