Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranita Swain

Others

2  

Ranita Swain

Others

ଅତି ଆପଣାର

ଅତି ଆପଣାର

1 min
7.1K


ଲାଗୁଥିଲା ଘର ଭିତରେ

ଝରକାଟି ଖୋଲି ଦେଲି

ଚଗଲା ପବନଟା କୋଉଠି ଥିଲା କେଜାଣି

କିଛି ଖୁସି ବୋଳି ଦେଇ ଗଲା ମୋ ମୁଁହରେ

ହସିଦେଲି

ସେ କହିଲା

ତୁମେ ହସି ଦେଲେ ଭାରି ଭଲ ଦିଶ,,,,।

ସତରେ ଖୁସି ନିଜ ଭିତରେ

ଆଉ ହସ ଏତ

ଅତି ଆପଣାର,,,।


Rate this content
Log in