Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arun Kumar Mitra

Inspirational

2  

Arun Kumar Mitra

Inspirational

ମୋ କବିତା

ମୋ କବିତା

1 min
6.5K


ମୁଁ ଯେ କବିତା ଲେଖେ ଶବ୍ଦେ ଶବ୍ଦେ

ଉପମା ପ୍ରତୀକ ଆଉ ବ୍ୟଞନାରେ,

ଛନ୍ଦୋମୟ ସୁନ୍ଦରର ପ୍ରତିମା ତିଆରେ

ମୋହର କବିତା ଖାଲି ସୁନ୍ଦରର ଆବରଣେ

ଅଳଙ୍କାରର ଚାକ ଚକ୍ୟ ନେଇ ଦେଖା ଦିଏ

ଅପୂର୍ବ ତିଳୋତ୍ତମା ରୂପେ

ତଥାପି ମୋହର ଲେଖା ଅନାଦରେ ଥାଏ ପଡି

ଛିଣ୍ଡା ପତରରେ, କେବେ ପୁଣି ଆବର୍ଜନାର ସ୍ତୂପେ।


Rate this content
Log in

Similar oriya poem from Inspirational