Audio

Forum

Read

Contests

Language


Write

Sign in
Wohoo!,
Dear user,
ମାଗୁଣି
ମାଗୁଣି
★★★★★

© Chittaranjan Lenka

Inspirational Others Abstract

1 Minutes   6.6K    3


Content Ranking

ଭକତ ଚାହିଁଲେ   ଗଡେ ନାହିଁ ପାଦେ

ତୋର ନନ୍ଦିଘୋଷ ଚକ

ଭକତ ଡାକରେ   ଯୋଗ ଭଗ୍ନ ହୁଏ

କମ୍ପି ଉଠେ ଶିବଲୋକ


ଭକତ ଶାପରେ   ହୋଇପାରୁ ତୁହି

ସହଜେ ଅଥର୍ବ ମୁକ

ମୋତେ ତୋ ଭକତ ନ କଲୁରେ ନାହିଁ

କରି ଦେ ଭକ୍ତ ସେବକ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©

ଭକ୍ତ ମାଗୁଣି ଶିବଲୋକ

Rate the content


Originality
Flow
Language
Cover design

Comments

Post


Some text some message..