ମାଗୁଣି
ମାଗୁଣି
ଭକତ ଚାହିଁଲେ ଗଡେ ନାହିଁ ପାଦେ
ତୋର ନନ୍ଦିଘୋଷ ଚକ
ଭକତ ଡାକରେ ଯୋଗ ଭଗ୍ନ ହୁଏ
କମ୍ପି ଉଠେ ଶିବଲୋକ
ଭକତ ଶାପରେ ହୋଇପାରୁ ତୁହି
ସହଜେ ଅଥର୍ବ ମୁକ
ମୋତେ ତୋ ଭକତ ନ କଲୁରେ ନାହିଁ
କରି ଦେ ଭକ୍ତ ସେବକ
ଚିତ୍ତ ରଞ୍ଜନ ଲେଙ୍କା (କଟକ)©
ଭକତ ଚାହିଁଲେ ଗଡେ ନାହିଁ ପାଦେ
ତୋର ନନ୍ଦିଘୋଷ ଚକ
ଭକତ ଡାକରେ ଯୋଗ ଭଗ୍ନ ହୁଏ
କମ୍ପି ଉଠେ ଶିବଲୋକ
ଭକତ ଶାପରେ ହୋଇପାରୁ ତୁହି
ସହଜେ ଅଥର୍ବ ମୁକ
ମୋତେ ତୋ ଭକତ ନ କଲୁରେ ନାହିଁ
କରି ଦେ ଭକ୍ତ ସେବକ
ଚିତ୍ତ ରଞ୍ଜନ ଲେଙ୍କା (କଟକ)©