Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Diptiranjan Behera

Children

3  

Dr. Diptiranjan Behera

Children

ଏକତା

ଏକତା

1 min
6.9K


ଏକତା

-----

 

ଏକତା ଅଟଇ ଅମୂଲ୍ୟ ଶକ୍ତି

ସବୁ ବନ୍ଧନରୁ ଦିଅଇ ମୁକ୍ତି ||

 

ଏକତା ବଳରେ ବଳିୟାନ୍ ହୋଇ

ଅସାଧ୍ୟ ସାଧନ କରିବା ଯାଇ ||

 

ମରୁଭୂମିରେ ଯେ ଫୁଲ ଫୁଟିବ

ଗରିବ ସବୁ ଦୁଃଖ ହଟିବ ||

 

ଏକତା ବଳରେ ଦେଶ ସ୍ୱାଧିନ ହେଲା

ବିଦେଶୀ ବିଚାର ସମାଧି ନେଲା ||

 

ଭିନ୍ନତା ମଧ୍ୟରେ ଏକ ଜାତୀୟତା

  ଜାତି, ଧର୍ମ, ବର୍ଣ୍ଣେ ଭାରତୀୟତା ||


Rate this content
Log in

Similar oriya poem from Children