Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଏକତା
ଏକତା
★★★★★

© Dr. Diptiranjan Behera

Children

1 Minutes   6.9K    6


Content Ranking

ଏକତା

-----

 

ଏକତା ଅଟଇ ଅମୂଲ୍ୟ ଶକ୍ତି

ସବୁ ବନ୍ଧନରୁ ଦିଅଇ ମୁକ୍ତି ||

 

ଏକତା ବଳରେ ବଳିୟାନ୍ ହୋଇ

ଅସାଧ୍ୟ ସାଧନ କରିବା ଯାଇ ||

 

ମରୁଭୂମିରେ ଯେ ଫୁଲ ଫୁଟିବ

ଗରିବ ସବୁ ଦୁଃଖ ହଟିବ ||

 

ଏକତା ବଳରେ ଦେଶ ସ୍ୱାଧିନ ହେଲା

ବିଦେଶୀ ବିଚାର ସମାଧି ନେଲା ||

 

ଭିନ୍ନତା ମଧ୍ୟରେ ଏକ ଜାତୀୟତା

  ଜାତି, ଧର୍ମ, ବର୍ଣ୍ଣେ ଭାରତୀୟତା ||

ଏକତା

Rate the content


Originality
Flow
Language
Cover design

Comments

Post

Some text some message..