Audio

Forum

Read

Contests

Language


Write

Sign in
Wohoo!,
Dear user,
ପାଣିକୁ ବି ବେଳେବେଳେ,
ପାଣିକୁ ବି ବେଳେବେଳେ,
★★★★★

© Ram Prasad Bisoi

Others

1 Minutes   6.4K    2


Content Ranking

ପାଣିକୁ ବି ବେଳେବେଳେ,
ମିଳିଯାଏ,
ଶକ୍ତି,
ଭାଙ୍ଗି ଚୁରମାର କରିଦିଏ,
ଶକ୍ତର ଶକ୍ତ କଳାମୁଗୁନି ପଥର,
ଭାଙ୍ଗିଯାଏ,
ପଥରର 
ଆତ୍ମଗାରିମା 
ଭାଙ୍ଗି ଅସ୍ତିତ୍ବ ହରାଇବାର 
ଦୀର୍ଘ ପ୍ରତୀକ୍ଷା -------------!
 
କାଶ୍ୟପ,ରାୟଗଡା
 
ବନ୍ୟାରେ ବିପର୍ଯ୍ୟତା ଓ  ବିପନ୍ନତା କୁ ସୃଷ୍ଟି କରିଥିବା ବନ୍ୟାପାଣିର ଉତ୍ପାତକୁ
କବିଙ୍କ ପ୍ରଶ୍ନ ------?

ପାଣିକୁ ବି ବେଳେବେଳେ

Rate the content


Originality
Flow
Language
Cover design

Comments

Post


Some text some message..