ମରୀଚିକା
ମରୀଚିକା
1 min
356
ଜୀବନଟା ଯଦି ମରୁଭୂମି ହୁଏ
ତୁମେ ମରୀଚିକା ତାର
ଦିଗହରା ମୁଁହିଁ ତୃଷାର୍ତ୍ତ ପଥିକ
ଦୁଃଖେ ଜର୍ଜରିତ ସାର ||
ଜୀବନଟା ଯଦି ମରୁଭୂମି ହୁଏ
ତୁମେ ମରୀଚିକା ତାର
ଦିଗହରା ମୁଁହିଁ ତୃଷାର୍ତ୍ତ ପଥିକ
ଦୁଃଖେ ଜର୍ଜରିତ ସାର ||