Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Others

2  

Dr Jharana Satapathy

Others

କବିର କବିତା

କବିର କବିତା

1 min
6.8K


ନୁହେଁ ମୁଁ କବି ନୁହେଁ ଗୀତିକାର

ଲେଖନୀ ମୁନେ କରିବି ସୃଷ୍ଟିର ସଂଚାର ।

ଭାବୁଥିବି ବେଶି ,ଲେଖୁଥିବି ଅଳ୍ପ

ଏ ନୁହେଁ ମୋର ଆପଣାର ଗଳ୍ପ ।

ସ୍ବଳପ ସ୍ବଳପ ଚିନ୍ତା ଆସୁଅଛି ମନେ

ଲିଖନି ମୁନେ ଦେବି ନୂତନ ଜୀବନେ ।

ଭାବୁକ ପରି ନାହିଁ ମୋର ଚିନ୍ତା

କବି ପରି ନାହିଁ ମୋର ଗାଥା ।

ସୂକ୍ଷ୍ନ ତୁଳେ ମୁନେ ଆଙ୍କିବି

କିପରି କବିତାର ମର୍ମକକଥା ।

ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in