Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Apurba Ranjan Sahoo

Inspirational

3  

Apurba Ranjan Sahoo

Inspirational

ଅାଉ ନାହିଁ #୧

ଅାଉ ନାହିଁ #୧

1 min
6.8K


ସିଲଟ, କଳାପଟାର ପାଠ,ସ୍କୁଲ୍ କାନ୍ଥଘଣ୍ଟା, ମାନଚିତ୍ର, କାଗଜ ରକେଟ୍, ସାଙ୍ଗକୁ ଚିମୁଟି, ଚୁଟିଟାଣି ଅନ୍ୟ ନାଁ ଦେଇ ମଜା ଦେଖିବା ✗✗ଆଉ ନାହିଁ !

 

ପରୀକ୍ଷା ଚାପ, ଖରାଛୁଟି ମାମୁଁଘର ବୁଲିଯିବା, ଛୁଟି ଖୋଲିଲେ ସାଙ୍ଗମାନଙ୍କ ମିଳନ, ପୂର୍ବପାଠର ପୁନରାବୃତ୍ତି, ନିର୍ବୋଧ ଝଗଡ଼ା ✗✗ଆଉ ନାହିଁ !

 

ବଡ଼ଭାଇକୁ ବୋଲକରା ଘୋଡ଼ା ବନେଇ ଆଦେଶ, ଗାଁ  ପିଲାଙ୍କ ସାଙ୍ଗରେ କବାଡି, କୁଆବାଡ଼ି, ଦିଆସିଲି ପତା, ପାଣି ନା ପଥର, ବୋହୁଚୋରୀ ଖେଳ ✗✗ଆଉ ନାହିଁ !

 

ଚକୁଳିଆ ପଣ୍ଡା ଗୀତ, ଘୁଡ଼ୁକି, ଖଞ୍ଜଣି, ଖୋଳ, ଦାସକାଠିଆ, ପାଲା, ଗାଁ ମଝି ଭାଗବତ ଘରେ ଚର୍ଚ୍ଚା, ଗାଁ ମୁଣ୍ଡ ଗାଧୁଆ ତୁଠରେ ଚର୍ଚ୍ଚା ✗✗ଆଉ ନାହିଁ !


Rate this content
Log in

Similar oriya poem from Inspirational