Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ନୂଆ ବରଷ

ନୂଆ ବରଷ

1 min
6.6K


ଶୀତରେ ଧରି

ଘନ କୁହୁଡ଼ିର ରଥରେ ଚଢ଼ି

ଆସ ଆସ ତୁମେ ହେ ନୂଆ ବରଷ

ସାଥୀରେ ସାରଥୀ ସେ ଜାନୁଆରୀ ।

ସମୟ ସୁଅ

କିଏ ଅବା ତାକୁ ରୋଧିବ କୁହ

ସେହି ସମୟର ପ୍ରତିନିଧି ତୁମେ

ତୁମ ଆଗମନେ ରଖିଛୁ ଲୟ ।

କରୁ ସ୍ୱାଗତ

ଆମ ଗହଣରେ ଆସ ହେ ମିତ

ଆଗରେ ପଡ଼ିଛି ପଥ ବହୁଦୂର

ଚାଲିବା ମିଶାଇ ହାତରେ ହାତ ।

ଶପଥ ଆମ

ନୂଆ ମନ ନେଇ କରିବା କାମ

ଗଢ଼ିବା ଏ ଦେଶ ଗଢ଼ିବା ଏ ଜାତି

ହୋଇବ ଯେମିତି ସରଗ ସମ ।

ସାରା ବରଷ

ଭରିଯାଉ ଏଠି ପ୍ରଭୁ ଆଶୀଷ

ବିତିଯାଉ ଦିନ ବିତିଯାଉ ମାସ

ସବୁରି ମୁଖରେ ଥାଉ ହରଷ ।


Rate this content
Log in

Similar oriya poem from Classics