Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଫେରିଆସ
ଫେରିଆସ
★★★★★

© Amiya Bej

Others

1 Minutes   6.7K    1


Content Ranking

✿✿ ଫେରିଆସ ✿✿

‌ଫେରିଆସ ପୁଣିଥରେ ...
‌ଯାଇଛ ତ ଯାଇଛ ମନମାରି
‌ନିଦାଘର ଅଂହକୁ ଦେହେ ଧରି
‌ତୁହା ତୁହା ବର୍ଷାର କୋହ ଭରି
‌ଯାଇଛ ତ ଯାଇଛ କଥା ସାରି ।

ଭାବ ଥରେ,

ଏ‌ ଥରହର ଦେହ ଧରି, ଆନମନା ମନ ପାରି
‌କେମିତି ଯେ ତୁମ ବିନା,ଏକା ଏକା ହେବ ରହି


‌ଫେରିଆସ ପୁଣିଥରେ
‌ନଯାଉ ଏ ଶୀତ ସରି...........।।


✿✿✿

ଫେରିଆସ

Rate the content


Originality
Flow
Language
Cover design

Comments

Post

Some text some message..