Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Dixit

Romance Abstract Others

2  

Tapan Dixit

Romance Abstract Others

ଶୁଭ ରାତ୍ରି

ଶୁଭ ରାତ୍ରି

1 min
7.9K


ଅଭିସାରେ ତୁମ ଜଳି ଜଳି ଯାଏ

ଆଦିମ ପିପାସା କଣ୍ଠେ

ସରି ସରି ଆସେ ନିଶ୍ୱାସୁ ମହକ

ପୁରବେ ସିନ୍ଦୁରା ଫାଟେ,

କହି ମୁଁ ପାରୁନି ଆସନ୍ତା ରାତିକୁ

କାଳ ଜଗି ଅଛି ବାଟେ

ଲୋଟି ନଯାଉ ଏ ଶରୀରଟା କାହିଁ

ତୁମ ନାମ ନେଇ ଓଠେ ।।

ତପନ ଦୀକ୍ଷିତ(ବେଳାଭୂମି)


Rate this content
Log in

Similar oriya poem from Romance