ଉଣା
ଉଣା
ତୋ ଠାରୁ ଆହୁରି ଦୁଷ୍ଟ
ତୋ ମଥାର ବିନ୍ଦି
ସେଥିପାଇଁ ତୁ ମୋତେ
ସଦା ରଖୁ ଛନ୍ଦି ||
ତୋ ଠାରୁ ସୁନ୍ଦର ବେଶି
ତୋ ନାକର ଗୁଣା
ସେଥିପାଇଁ ମୋ ପ୍ରେମ
ସଦା ତୋତେ ଉଣା ||
ତୋ ଠାରୁ ଆହୁରି ଦୁଷ୍ଟ
ତୋ ମଥାର ବିନ୍ଦି
ସେଥିପାଇଁ ତୁ ମୋତେ
ସଦା ରଖୁ ଛନ୍ଦି ||
ତୋ ଠାରୁ ସୁନ୍ଦର ବେଶି
ତୋ ନାକର ଗୁଣା
ସେଥିପାଇଁ ମୋ ପ୍ରେମ
ସଦା ତୋତେ ଉଣା ||