Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balabanta Sahu

Comedy Inspirational Abstract

3  

Balabanta Sahu

Comedy Inspirational Abstract

ଅଫିସର୍ ଯଦି ହେତି !

ଅଫିସର୍ ଯଦି ହେତି !

1 min
13.5K


ଧରିଛେ କଲମ୍‌ ଲେଖ୍‌ମି ବୋଲି

ମାଏଁଟ୍‌ ମାଆ ଭାଷାଥି ପଦେ

କାଣା ଲେଖ୍‌ମି ? ସୋର୍‌ ନାଇଁ ମୋର୍‌

ନାଇଁ ପଡୁଛେ ତୋ ମନେ ।

ହଁ.. ହଁ..! ପଡୁଛେ ମନେ

ଲେଖୁଛେ ଗୁଟେ କଥା

ଅଏନ୍‌ କଥାଟେ ଲେଖୁଛେ ଭାଇ

ବନେ କରି ଶୁନୁ ଥାହା ।

ଅଫିସର୍‌ ଯଦି ହେତି ?

ସତେ ! ଅଫିସର୍‌ ଯଦି ହେତି !

କଳା ଝିମ୍ ଝିମ୍ ଦାମକିଆ କୋଟ୍‌

ହଜାର୍‌ ଟଙ୍କିଆ ବୋଟ୍‌ ସୁଟ୍‌

ନାଇଁ ମୁଇ ପିନ୍ଧିଥିତି ,

ଶହ ଶହ ଟଙ୍କିଆ ଅତର୍‌ ମାଖି

ନାଇଁ ମୂଇ ବାସୁଥିତି ।

ଲାକ୍‌ ଲାକ୍‌ ଟଙ୍ଗାର୍‌ ଗାଡି ନେ ସତେ

ନାଇଁ ମୁଇ ବସୁଥିତି

ପ୍ଲାଟୁନ୍‌ ପ୍ଲାଟୁନ୍‌ ଗାର୍ଡ ଧରି

ନାଇଁ ମୁଇ ବୁଲୁଥିତି ।

ଏ.ସି ଘର୍‌ନେ ବସିକରି 

ନାଇଁ ଛିନୁଥିତି ପିସି

ବଡ଼ବଡ଼କିଆ କେ ମୁଡ଼େ ବୁହି 

ନାଇଁ ମାର୍‌ତି ଚାଷୀ ।

ଦିନ୍ କେ ଗୁଟେ ଗୁଟେ ଯୋଜ୍‌ନା ମୁଇ

ନାଇଁ ବରଂ କାରୁଥିତି

ଗୁଟେ ଯୋଜ୍‌ନା କର୍‌ତି ଭାଇ

"ମୁନୁଷ ପନ୍‌" ନାଁ ଦେତି ।

ମୁନୁଷ୍‌ ଭିତରେ ମୁନୁଷ୍‌ପନ୍‌

କୁଟ୍‌ କୁଟ୍‌ ଦେତି ଭରି

ଅଲ୍‌ଗା ଲୋକର୍‌ ଦୁଃଖେ ଜେନ୍‌ତା

ଆଁଏକ୍‌ ନୁ ଝର୍‌ତା ପାନି ।

ଦିନ୍‌କେ ଦୁଇଟା ଚାଷୀ ଭାଇ

ନାଇଁ ପିଉଥିତେ ବିଷ୍‌

ଚାଷୀର ହଁକ୍‌ ନେ ଲଢ୍‌ତି ମୁଁଇ

ସୁଝେ ଦେତି ସବୁ ରିସ୍‌ ।

ଗାଁ ଭୂଇଁ ଛାଡି ରାଜ୍‌ଧାନୀ ନେ

ନାଇଁ ରାହୁଥିତି ମୁଇ

ଦୁଃଖୀର ସାଙ୍ଗେ ଦୁଃଖ୍‌ ଭାଗ ମାଗି

ରହତି ଗାଁ ନେ ମୁଇ ।

ମୁନୁଷ୍‌ ଭିତରେ "ମୁନୁଷ୍‌ ପନ୍‌" 

କୁଟ୍‌ କୁଟ୍‌ ଦେତି ଭରି

ଅଲ୍‌ଗା ଲୋକର୍‌ ଦୁଃଖେ ଯେନ୍‌ତା

ଆଁଏକ୍ ନୁ ଝରତା ପାନି ,

ଆଁଏକ୍ ନୁ ଝରତା ପାନି ।

ଅଫିସର ଯଦି ହେତି...

ଭାଇ...ଅଫିସର ଯଦି ହେତି !

#ବଲବନ୍ତ_ସାହୁ #Bab_L❤-U👉

#Mob_9078105234


Rate this content
Log in

Similar oriya poem from Comedy