କବିତା
କବିତା
1 min
1.1K
ମୁଁ ଜାଣେନାହିଁ ତୁମକୁ ପାଏ କେତେ ଭଲ
ତୁମ ବିନା ରହି ହୁଏନା
ଭାବୁଛି କେମିତି ରୁହନ୍ତି ଏକା
ଦିନ ଲାଗେ ବର୍ଷ ପରିକା
ରହିପାରୁନି ତୁମ ବିନା ଲାଗେ ଏଠି ଏକା ଏକା
ତୁମର ହୋଇ ଗଲେ କିଛି ସହିହବନି ଜମା
କାହିଁକି ମୁଁ ବୁଝିପାରେନା
ଜୀବନସାରା ଚାହିଁରହିଥିବି
ତୁମର ଫେରିବାଟକୁ ଏକା.............
ପ୍ରମିଳା ସାହୁ