Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Inspirational

5.0  

Writer Roja Panda

Inspirational

ମାଆ ଅଟେ ମମତାମୟୀ

ମାଆ ଅଟେ ମମତାମୟୀ

1 min
455




ମମତାମୟୀ ମାଆ ଲୋ ତୁହି 

କରୁଣାମୟୀ ମାଆ ...

ସବୁ ବିପଦ ଝଡଝଞ୍ଜାରେ 

ତୁହି ତ ଏକା ସାହା ||


ପଣତ ତୋର ସୁରକ୍ଷା ଘର  

ତା ତଳେ ଗଲେ ଲୁଚି...

ପବନ ଅବା ବତାସ କେହି 

ପାଇବେ ନାହିଁ ଖୋଜି ||


ତୋ ଓଠ ହସ ମଧୁ ଠୁ ମିଠା  

କେହି ନୁହେଁ ତା ସରି...

ହୃଦୟ ତୋର ଅତି ବିଶାଳ    

 ଧୈର୍ଯ୍ୟ ବସୁଧା ପରି || 


ଜନମ ଦେଲୁ ଉଦର ଚିରି 

ମୂଲ ମାଗିଲୁ ନାହିଁ ...

ଛାତିକୁ ଚିରି ଅମୃତ ଦେଲୁ

ଋଣୀ ମୁଁ ତୋ ପାଇଁ || 


ସହିଲୁ ସବୁ ଅଳି ଅଝଟ

ପିଲାବେଳର ତୁହି ...

ମଣିଷ ପରି ମଣିଷ କଲୁ 

ତତେ ଭୁଲିବି ନାହିଁ || 



Rate this content
Log in

Similar oriya poem from Inspirational