Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୪୩

ଜୀବନ ଗୀତା-୩୪୩

1 min
166


ପ୍ରୀତିଲଗ୍ନା ଏଇ ଜୀବନକୁ ନେଇ

କେତେଯେ ରହିଛି ସ୍ମତି

ଶାମୁକା ଗର୍ଭରେ ମୁକ୍ତାଟିଏ ପରି

ଝଟକଇ ତାର ଦ୍ୟୁତି ॥୦॥

କେତେ ହସରୋଳ କେତେ କଳିଗୋଳ

ମହାଭାରତରୁ ଝିମିଟିର ଖେଳ

ଜୀବନ ପଥରୁ ସ୍ମତିିଫୁଲ ତୋଳି

ରଖିଅଛି ମୁଁ ସାଇତି ॥୧॥

ସରାଗର ନଈ କଳକଳ ହୋଇ

ବହିଛି ଜୀବନଦୁଇକୂଳ ଛୁଇଁ

ସ୍ନେହଁ ମମତାର ଅମୂଲ୍ୟ ସଂପଦେ

ଭରାଇଛି ମୋର ଛାତି ॥୨॥


Rate this content
Log in

Similar oriya poem from Inspirational