Audio

Forum

Read

Contests

Language


Write

Sign in
Wohoo!,
Dear user,
ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ
★★★★★

© Tapan Dixit

Others

1 Minutes   1.3K    5


Content Ranking

ଆଜନ୍ମରୁ ପରବାସୀ ଜନନୀ ମୁଁ 

ଦୂରୁ ତୋତେ କରୁଛି ଜୁହାର ... 

ଅନ୍ତୁଡ଼ି ଜଳିଛି ବୋଲି ଭାବେ ଆଜି 

‘ଓଡ଼ିଆ’ ମୁଁ ସନ୍ତାନ ତୋହର,

ଲଭିନି ଏ ହତଭାଗ୍ୟ ତୋ ଚରଣ 

ସେବାର ସୌଭାଗ୍ୟ, 

ତଥାପି ମୁଁ ଭାଗ୍ୟବାନ 

ଲଭି ତୋର ସନ୍ତାନ ଗୌରବ.. ।। 

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ

ପରବାସୀ ସନ୍ତାନ ସେବା

Rate the content


Originality
Flow
Language
Cover design

Comments

Post


Some text some message..