Audio

Forum

Read

Contests

Language


Write

Sign in
Wohoo!,
Dear user,
             ବନ୍ଧୁ
ବନ୍ଧୁ
★★★★★

© Mamatamanjari Das

Others

1 Minutes   6.6K    7


Content Ranking

ତୁମ ଛନ୍ଦା ଚରଣେ ଛନ୍ଦିଲି ନିଜକୁ

ଛାଡିଲି ସଂସାର ମାୟା

ତୁମେତ ମୋ'ର ଅଭଙ୍ଗା କଣ୍ଢେଇ

କୋଟିଏ ଯୁଗର ରାହା ।

କୋଟି ଜନ୍ମ ପୂଣ୍ୟ ଫଳ ତୁମେ ମୋର

କୋଟିଏ ଯୁଗର ବନ୍ଧୁ

ଲୋଡା ନାହିଁ ମୋର ବିତ ବଇଭବ

ଲୋଡା ତୁମ କୃପା ସିନ୍ଧୁ ।

ବନ୍ଧୁ

Rate the content


Originality
Flow
Language
Cover design

Comments

Post


Some text some message..