ବନ୍ଧୁ
ବନ୍ଧୁ
1 min
6.6K
ତୁମ ଛନ୍ଦା ଚରଣେ ଛନ୍ଦିଲି ନିଜକୁ
ଛାଡିଲି ସଂସାର ମାୟା
ତୁମେତ ମୋ'ର ଅଭଙ୍ଗା କଣ୍ଢେଇ
କୋଟିଏ ଯୁଗର ରାହା ।
କୋଟି ଜନ୍ମ ପୂଣ୍ୟ ଫଳ ତୁମେ ମୋର
କୋଟିଏ ଯୁଗର ବନ୍ଧୁ
ଲୋଡା ନାହିଁ ମୋର ବିତ ବଇଭବ
ଲୋଡା ତୁମ କୃପା ସିନ୍ଧୁ ।