Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Naresh Kumar Behera

Inspirational

3  

Naresh Kumar Behera

Inspirational

ଏକ ଶିଶୁ ଭିକ୍ଷୁକ ପ୍ରତି

ଏକ ଶିଶୁ ଭିକ୍ଷୁକ ପ୍ରତି

1 min
6.8K


ପିଲାଦିନର ଖେଳଘର ଭାଂଗି

ବୟସ ପାଦେଇ ଯାଏ ବାଲିବନ୍ଧ ଡେଇଁ

ଦୁଃଖ କିଏ ଶୁଣେ ଏମାନଂକ

କଳିକା କୁସୁମ ଏମାନେ |


ମୁଠାଏ ଭିକ୍ଷାରେ ଏମାନେ

ହୁଅନ୍ତି ବା ତୋଷ

ଦିନ ଗଣି ଗଣି କୋମଳ ଅଧରେ

ହାଇନିଭେ ତାଂକ

କାତରତା ପ୍ରାଣେ

ଆଉଜି ଯାଆନ୍ତି ଏମାନେ

ଭିତଗ୍ରସ୍ତ ବିହଂଗଟେ ପରି

ଖୋଜିବୁଲିବାକୁ ଆହା ଭିକ୍ଷାର ପସରା |


ବାପା କାନ୍ଦେ ଭିକ୍ଷା ନେଇ

ଆହା କି ବିଷାଦେ

ଅବସନ୍ନ ମନତାର

ପାଦେ ପାଦେ ଧକ୍କା ଖାଏ

ରୋଗୀଣା ବୟସେ

ପାପ ତାପ ମଧ୍ୟେ ନିର୍ବାଣ ପରିକା

କ୍ଷୀଣ ଅନ୍ଧକାରେ

ବଞ୍ଚିବାକୁ ଏ ସମୟେ

ଶୀତଳ ସମୀର ପିଇ ସମୟ ଓଠରୁ |


Rate this content
Log in

Similar oriya poem from Inspirational