Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

3  

Santosh Pattnayak

Others

ତୋ'ବିନା

ତୋ'ବିନା

1 min
136


ଆଶାର ସପନେ ଅବୁଝା ତୋ ଭାଷା

ଭରୁଛି ହୃଦେ ବେଦନା

ତୁଟିଲାଣି ଆଶା ଅଦୃଷ୍ଟ ଭରସା

ମନହୁଏ ଆନମନା .....


ହୃଦୟ କାନ୍ଦୁଛି ସମୟ କୋଳରେ

ଅତୀତକୁ ଝୁରି ଝୁରି

ଆଖିପତା ଦୁଇ ବତୁରି ଯାଉଛି

ଝାଟିମାଟି କାନ୍ଥପରି.....


ସ୍ମୃତି ସାଗରରୁ ସୁନାମୀ ଆସୁଛି

ତଥାପି ଚିତ୍ତେ ମୋ ତୃଷ୍ଣା

ବିରହର ବହ୍ନି ପ୍ରଜ୍ଜ୍ଵଳିତ ମନେ

ତଥାପି ଜୀଇଁବା ନିଶା ......


ଶେଷକଥା ଟିକ ସ୍ବିକାରିଛି ସିନା

ପ୍ରେମକୁ କରିନି ଇତି

କ୍ଷରିତ ହେଲାଣି ଦିନୁ ଦିନ ତନୁ

ଭ୍ରମିତ ମୋ ମତିଗତି.....


Rate this content
Log in