ତୁମେ
ତୁମେ
1 min
287
ଅଜାଣତେ ନିଅ ଅଜଣା ରାଇଜେ
ଅଭିନ୍ନ ତୁମର ଠାଣି
ଅକସ୍ମାତେ ଦିଅ ଅଭୂଲା ହେଇଯେ
ଅଦିନେ ଖୋଲିଛ ମୁଣି. .
ଅନୁକୂଳ ଲାଗେ ନିତିଦିନ ଖୋଜେ
ଅଦିନିଆ ସିନା ସପନ
ଅହରହ ମୁଁହି ତୁମଲାଗି ଭିଜେ
ଅଳିମୋର ଜାଣ ସ୍ପନ୍ଦନ. ..